ଗଞ୍ଜାମ – ଧରାକୋଟରେ ପୁଣି ମଦବନ୍ଦ ଆନ୍ଦୋଳନ ଆଜି ହୋଇଛି । ଆଜି ସକାଳୁ ମହିଳାମାନେ ଆସିକା-ସୋରଡ଼ା ୫୯ ରାଜପଥ ଅବରୋଧ ଦୀର୍ଘ ସମୟ ଧରି ଦେଶୀ ମଦ ବିକ୍ରି ବନ୍ଦ ଦାବି କରିଥିଲେ । ଏହି ଆନ୍ଦୋଳନ କାର୍ଯ୍ୟ ୬ଘଂଟା ହୋଇଥିଲା ମହିଳାମାନଙ୍କୁ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
