ମୁଖୀଗୁଡା, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜୋନ ୨ରେ ବିଜେଡିର ଦେବ ପୁଝାରୀ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ଦେବ ପୁଝାରୀ ୧୧୭୦୨ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିଷ୍ଣୁ ମାଝୀ ୫୭୦୪ ଭୋଟ ପାଇ ଥିବାବେଳେ କଂଗ୍ରେସପ୍ରାର୍ଥୀ ଜଗଦୀଶ ଚନ୍ଦ୍ର ମାଝୀ ୬୭୩୨ ଭୋଟ୍ ପାଇଛନ୍ତି । ୧୧୩୧ ଭୋଟ ନାକଚ ହୋଇଥିବା ଜଣାଯାଇଛି ।