
-
୨୫ ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ, ଜେଏମଏମ ୧
ବାରିପଦା, ମୟୂରଭଞ୍ଜ ଜିଲ୍ଲାର ମୋଟ୍ ୫୬ଟି ଜିଲ୍ଲା ପରିଷଦ ଜୋନ୍ ରୁ ୨୬ଟି ବ୍ଲକ ମୁଖ୍ୟାଳୟରେ ୨୬ ଜୋନ୍ ର ଭୋଟଗଣତି ଗତକାଲି ସକାଳ ୭ଟା ଠାରୁ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତି ସୁଦ୍ଧା ୨୬ଟି ଆସନର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି । ମୋଟ୍ ୨୬ଟିରୁ ୨୫ ଟି ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଷୋୟୀ ବ୍ଲକର ଗୋଟିଏ ଜୋନ୍ ଜେଏମଏମ ହାତକୁ ଯାଇଛି ।