-
୫ ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ
ନୂଆପଡ଼ା, ନୂଆପଡ଼ା ଜିଲ୍ଲାର ମୋଟ୍ ୧୪ଟି ଜିଲ୍ଲା ପରିଷଦ ଜୋନ୍ ରୁ ୫ଟି ଆସନର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି । ସିନାପାଲି ବ୍ଲକ ୧୩ ନଂ ଜୋନ୍, ଖଡ଼ିଆଳ ବ୍ଲକ ୪ ୩ଂ ଜୋନ୍, ବୋଡ଼େନ ବ୍ଲକ ୧୧ ନଂ ଜୋନ୍, ନୂଆପଡ଼ା ବ୍ଲକ ୮ ନଂ ଜୋନ୍ ଏବଂ କୋମନା ବ୍ଲକ ୨ ନଂ ଜୋନ୍ ଏହି ୫ଟି ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO