ଗଞ୍ଜାମ – ବାହ୍ୟ ମଳତ୍ୟାଗ ରୋକିବାକୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଗୌତମୀ ପଚାଂୟତରେ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମକୁ ସ୍ୱଚ୍ଛ ରଖିବାକୁ ରାସ୍ତା ପାଶ୍ୱର୍ରେ ମଳତ୍ୟାଗ ନକରିବାକୁ ଏବଂ ରାସ୍ତାକୁ ସଫା ସୁତରା ରଖିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ନିଷ୍ପତିରେ ୨୪ଟି ପରିବାର ସହଯୋଗ କରୁନଥିବାରୁ ଏମାନଙ୍କ ରାସନକାର୍ଡ଼ରେ ରାସନ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ସରପଂଚ ସୁଶାନ୍ତ ସ୍ୱାଇଁ ବନ୍ଦ କରିଛନ୍ତି । ଅବଶ୍ୟ ଏହି ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନାପସନ୍ଦ କରାଯାଇଛି ।
Related Stories
December 12, 2024