
ଜଗନ୍ନାଥ ପ୍ରାସାଦ -ଜଗନ୍ନାଥ ପ୍ରସାଦପଞ୍ଚାୟତ ର ଚିକିଲି ଗ୍ରାମ ଠାରୁ ପଦ ଯାତ୍ରା ଅନୁଷ୍ଠିତ ହୋଇଛି ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶଓ ସାଂସଦିୟ ବ୍ୟାପାର ଙ୍କ ପଦଯାତ୍ରା ରେ ବିଜୁଜନତା ଦଳ ର ସଭାପତି ଶ୍ରୀଯୁକ୍ତ ମୋହନ ପ୍ରଧାନ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଚେର ମ୍ୟାନ ଗୀତାଞ୍ଜଳି ବେହେରା, ବ୍ଲକ ଭାଇସି ଚେରମ୍ୟାନ ହିମାଂଶୁ ଶେଖର ବାରିକ, ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର, ବସନ୍ତ ପ୍ରଧାନ, ଜିଲ୍ଲାପରିଷଦ ରାଜେନ୍ଦ୍ର ସ୍ୱାଇଁ ବାବୁ ଙ୍କ ସହ ସମସ୍ତ ବିଜୁ କର୍ମୀ ଯୋଗ ଦେଇଥିଲେ ନଡା ଗ୍ରାମ ଠାରେ ପହଂଚି ଗୋଷ୍ଠୀ କେନ୍ଦ୍ରର ଶୁଭଉଦଘାଟନ, ଚାମୁଣ୍ଡା ଠାରେ ଜନସମ୍ପର୍କ ଓ ନୂଆସାହି ଗୋଷ୍ଠୀ କେନ୍ଦ୍ର ଶୁଭଉଦଘାଟନ, ଭୁକୁତାଭୂମି ଗ୍ରାମ୍ୟ ଜଳ ଯୋଗାଣ, ନୂତନ ଗୋଷ୍ଠୀ କେନ୍ଦ୍ର ଶୁଭ ଉଦଘାଟନ କରି ଜନସାଧାରଣ ସହ ନିଜର ଅଭି ଭାଷଣ ରଖିଥିଲେ