![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
-
୩ ଭାଇ ଭଉଣୀ ଗିରଫ
ଝାରସୁଗୁଡ଼ା, ଚାକିରୀ କରାଇଦେବା ନାମରେ ୧୪ ଲକ୍ଷ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ବରଗଡ଼ରୁ ଦୁଇ ଭଉଣୀ ଓ ଭାଇକୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଓ ଏକ କାର୍ ଜବତ ହୋଇଛି । ରେଲୱେରେ ଚାକିରୀ କରାଇଦେବାକୁ କହି ଏମାନେ ୧୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।