ଭୁବନେଶ୍ୱର – ରେଙ୍ଗାଲି ଜଳଭଣ୍ଡାରର ଆଜି ସକାଳେ ୭ ନଂ ଗେଟ୍ ଖୋଲାଯାଇଛି । ଲଘୁଚାପଜନିତ ବର୍ଷା ଯୋଗୁଁ ପ୍ରତି ମିନିଟ୍ ୮୪୩.୨୫ ଘନଫୁଟ୍ ପାଣି ପ୍ରବେଶ କରୁôଥବା ବେଳେ ୨୦୪୧ ଘନଫୁଟ୍ ପାଣି ନିଷ୍କାସିତ ହେଉଛି । ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ଜଳସ୍ତର ୧୨୨.୭୫ ମିଟର ରହିଛି । ବୈତରଣୀ ନଦୀର ଜଳପତନ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
Related Stories
December 12, 2024