କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ବକ୍ସିଂ ଏକାଡେମୀ ତରଫରୁ ସ୍ଥାନୀୟ ଭକ୍ତ ସାଲେବେଗ ସ୍ମତିପୀଠ ଠାରେ କ୍ରୀଡା ଦିବସ ପାଳନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ଶୁବାଶିଷ ଖୁଣ୍ଟିଆ( ଯୁବ BJD ରାଜ୍ୟ ଉପସଭାପତି ), କୃଷ୍ଣଚନ୍ଦ୍ର ପଣ୍ଡା ( କ୍ରୀଡା ସଙ୍ଗଠକ), ବଳଭଦ୍ର ମହାନ୍ତି, ରବି ନାରାୟଣ ସେନାପତି ( ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ), ଗୌରହରି ପ୍ରଧାନ (ପୂର୍ବତନ ନଗରପାଳ) ରବିନାରାୟଣ ପତିହାରୀ( ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ), ଅଜୟ ମହାପାତ୍ର( ପୁରାତନ ମୁଷ୍ଟିଯୋଧ୍ୟା) ନୀଳକଣ୍ଠ ମିଶ୍ର ( ଅଧ୍ୟାପକ) ଯୋଗଦେଇଥିଲେ କ୍ରୀଡ଼ା ଓ କ୍ରୀଡ଼ାବିତ୍ ଙ୍କ କିପରି ତୃଣମୂଳ ସ୍ତରରୁ ଉର୍ଣ୍ଣତି ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ଓ ସଭାରେ ପୁରୀ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତ ଓ କ୍ରୀଡା ପାଇଁ ଅତୁଳନୀୟ ଅବଦାନ ରଖିଥିବା କ୍ରୀଡା ପ୍ରେମୀଙ୍କୁ ସଂମ୍ମାନୀତ କରାଯାଇଥିଲା ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷ ସତ୍ୟଜିତ ପତିହାରୀ MR INDIA ସୁନ୍ଦର ସ୍ୱାସ୍ଥ ପାଇଁ, boxing ପାଇଁ ସ୍ମାରକ ରଞ୍ଜନ ସାହୁ,ଦୀପକ କୁମାର ପରିଡା,ସନ୍ତୋଷ ଭୋଇ ଏବଂ ପ୍ରିୟବ୍ରତ ଦାସ (ପୂର୍ବତନ ଜାତୀୟ ପଦକ ବିଜେତା boxing ପବିତ୍ର ମୋହନ ଜେନା। PET ପ୍ରଫୁଲ କୁମାର ମିଶ୍ର PET ପାଇଁ ସଂମ୍ମାନିତ ହୋଇଥିଲେ |
Related Stories
April 19, 2024