- କ୍ରୁର ଶାସନରେ ଅଙ୍କୁଶ ପାଇଁ ବିଶ୍ୱ ଜାତି ସଂଘ ହସ୍ତକ୍ଷେପର ବାର୍ତ୍ତା,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସମଗ୍ର ବିଶ୍ୱ ଯେତେବେଳେ ନାରୀ ଜାତିକୁ ସମ୍ନାନ ଦେଇଆସୁଛନ୍ତି ସେତେବେଳେ ତଲିଵନୀ୍ ମାନେ ଆଫଗାନିସ୍ଥାନ ଦଖଲ କଲାପରେ ତାଲିଵାନ୍ ଆତଙ୍କି ମାନେ ଆଫଗାନି ମହିଳାମାନଙ୍କ ଉପରେ ଵର୍ବରତା, ନିର୍ଯାତନା ଓ ଘୃନତା ଚରମ ସିମାର ଏକ ଜ୍ୱଳନ୍ତ ନିଦର୍ଶନ ସ୍ବରୂପ | ଯାହାକି କାନ୍ଥ ବାଡ଼ ରେ ଲାଗି ଥିଵା ମହିଳା ମାନଙ୍କ ଫଟୋ ଚିତ୍ର ଉପରେ କାଳୀ ମାଡ଼ କରୁଥିବା ର ଅମାନବୀୟ ଦୃଶ୍ୟ ର ଘଟଣା ।
ଏବଂ ଅନ୍ୟ ପଟେ ତାଲିଵାନୀ ଆତଙ୍କି ମାନଙ୍କ କବଳରୁ ନିଜକୁ ବଂଚାଇବାପାଇଁ ପଳାୟନ ପନ୍ଥୀ ହୋଇ ନିଜର ଛୋଟ କଅଁଳ ଶିଶୁ କୁ ବିମାନ ବନ୍ଦର ରେ ଛାଡି ଚାଲିଯିବା ଛାତିଥରା ହ୍ରୁଦୟ ଵିଦାରକ ଦୃଶ୍ୟ ବିଶ୍ୱଵାସୀ ଙ୍କୁ ସ୍ଥଦ୍ଧ କରିଛି । ଏଣୁ ବିଶ୍ୱ ଜାତି ସଂଘ ଏଭଳି କ୍କୃର ଶାସନ ଓ ଆତଙ୍କ ବାଦ ଉପରେ ଅଙ୍କୁଶ ଲଗାନ୍ତୁ ।ପୁରୀ ସହରର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ବାଲୁକା କଳା ମାଧ୍ୟମରେ stop violence of Afghanistan women and heart breaking Views of Afghanistan airport ର ବାର୍ତ୍ତା ପ୍ରଦାନ କରିଛନ୍ତି |