
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ ଦୀର୍ଘ ୧୫ ବର୍ଷ ଧରି ଫେରାର୍ ଥିବା ୭ ଜଣ ୱାରେଂଟୀଙ୍କୁ ଗିରଫ କରିଛି । ଏନେଇ ଥାନା ଅଧିକାରୀ ଚିତରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଗିରଫ ମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡ଼ୁ ଗ୍ରାମର ଅମର ନାୟକ, ରବି ନାୟକ, ଜଗା ନାୟକ, ସୁରେନ୍ଦ୍ର ନାୟକ, ବିପ୍ର ନାୟକ, ମତାଝରି ଗ୍ରାମର ନକୁଳ ପ୍ରଧାନ ଓ ବୀର ଧନଞ୍ଜୟପୁର ଗ୍ରାମର ଗୋଲକବିହାରୀ ଦାଶ । ଏମାନେ ବିଭିନ୍ନ ମାମଲାରେ ଫେରାର୍ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO