
I ଏନେଇ ଉଭୟ ଜ୍ୟୋତିରଞ୍ଜନ ଏବଂ ମାଧବ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଳା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଆସିକା ସାଂସଦ ପ୍ରମିଳା ବିଷୋୟୀ ,ସୋରଡ଼। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିକୃତଜ୍ଞତା ଜଣାଇଛନ୍ତି। ଉଭୟ ଜ୍ୟୋତିରଞ୍ଜନ ଏବଂ ମାଧବଙ୍କୁ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ,ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା,ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ,ସରପଞ୍ଚ ରାଜେନ୍ଦ୍ର ଗୌଡ଼,47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ , ପୂର୍ବତନ ସମିତି ସଭ୍ୟ ଵିଦ୍ୟାଧର ବିଶୋଇ,ରାଜ କୁମାର ବିଶୋଇ, ବଳରାମ ଖଟେଇ ,ପିତାମ୍ବର ଆପଟ,ସୁଧୀର ଆପଟ ,ପ୍ରିୟବ୍ରତ ପଲେଇ,ସରୋଜ ସ୍ୱାଇଁ,ଭଗବାନ ଖଟେଇ, ପ୍ରକାଶ ଚନ୍ଦ୍ର ଖଟେଇ ,ହରିହର ନାଇକ,ସୀମାଞ୍ଚଳ ପ୍ରଧାନ,ସୁବାସ ଚନ୍ଦ୍ର ସ୍ୱାଇଁ,ହୃଷୀକେଶ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି I ଏହି ଅବସରରେ ମଙ୍ଗଳପୁର ଗ୍ରାମ ପଂଚାୟତର ବହୁ ବିଜେପି ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ