Related Stories
November 22, 2024
ମାଲକାନଗିରି ,ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୮ ୨ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ 00୮ ୫ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9476 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୫ ୭ 0ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩ ୯ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର ୮ ର ଜେ ପାଲ ପେଟ୍ରୋଲ ପମ୍ପ ନିକଟ , ୱାର୍ଡ ନମ୍ବର୧ ୫ ରିକଲ୍ଲାମେଶନ କଲୋନୀ , ୱାର୍ଡ ନମ୍ବର ୧ 0 ର କୁମୁଟିଗୁଡା , ୱାର୍ଡ ନମ୍ବର ୧ ୫ ର ରାମକୃଷ୍ଣ ନଗର, ୱାର୍ଡ ନମ୍ବର ୧ ୬ ଲାଠିଆଗୁଡା , ୱାର୍ଡ ନମ୍ବର ୧ ୯ ର ଏମଭି 42, ଏମଭି 43, ଓ ନୂଆ ମେଡିକାଲ ପରିସର ରୁ ୯ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ବୀର ଲକ୍ଷ୍ମଣପୁର, ତମସା, ତଣ୍ଡିକି, ଶିଖପାଲି, ପଦ୍ମଗିରି ଓ ଗୌଡ଼ଗୁଡା ପଞ୍ଚାୟତରୁ ୧ ୧ ଜଣ! କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା, ନୀଳାକାମ୍ବେରୁ, ପୋଟରେଲ, ଓ କାମବେଡା ପଞ୍ଚାୟତ ରୁ୫ ଜଣ !ମାଥିଲି ବ୍ଲକର ଦଳପତିଗୁଡା, ମାଥିଲି ,କର୍ତ୍ତନପାଲି, ସାଲିମ ଓ ଭେଜାଗୁଡା ପଞ୍ଚାୟତରୁ ୬ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, ରାସ ବେଡା, କୁଡୁମୁଲୁଗୁମା,ମୁଦୁଲିପଡ଼ା ଓ ପରକନମାଳା ପଞ୍ଚାୟତରୁ ୧ ୨ ଜଣ !କାଲିମେଳା ବ୍ଲକ ର ଭେଜାଙ୍ଗିବାଡା, ଚିତ୍ରାଙ୍ଗପାଲି,ଗମ୍ପାକୋଣ୍ଡା, ମାଲାବରମ, ମାନ୍ଦାପାଲି, ନାଲଗୁଣ୍ଠି, ଭେଙ୍କଟପା ଲମ, ତେଲେରାଇ, ଲୁଗେଲ, ଟିଗଲ, ତାଣ୍ଡବାଇ ଓ କୋଇମେଟଲା ପଞ୍ଚାୟତରୁ ୨ ୫ ଜଣ!ପଡିଆ ବ୍ଲକର, ବାପନପାଲି, ଉଣ୍ଡରୁକୋଣ୍ଡା ଓ ଶିମିଳିବାଞ୍ଛା ପ ଞ୍ଚାୟତରୁ ୧ 0 ଜଣ ! ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ୨ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୫ ୱାର୍ଡନମ୍ବର ୧ ରୁ୨ ଜଣ ଚି଼ ହ୍ନଟ ହୋ ଇଛନ୍ତି ! ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!