
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୫ 0ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୫ 0୯ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8724ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୭ ୫ ୧ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ 34ଜଣଙ୍କ ମୃତ୍ୟୁ ହୋଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ଦୁର୍ଗାଗୁଡ଼ି ସାହି, ଏମଭି 42, ଚିଦାନଦ ସାହି ଓ ତଳସାହି ରୁ 4 ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଚାଲାଣଗୁଡା,ସେରପାଲି, ମାଲକାନଗିରି ବ୍ଲକ କାର୍ଯ୍ୟାଳୟ,ପେଦାବାଡା ଓ ପେଡାକୋଣ୍ଡା ପଞ୍ଚାୟତରୁ ୫ ଜଣ! କୋରୁକୋଣ୍ଡା ବ୍ଲକର ମାରିବେଡା ଓ ସୋମନାଥପୁର ପଞ୍ଚାୟତରୁ ୨ ଜଣ!ମାଥିଲି ବ୍ଲକର ଭେଜାଗୁଡା , ମାଥିଲି ଓ ପାଙ୍ଗାମ ପଞ୍ଚାୟତରୁ ୮ ଜଣ!ଖଇରପୁଟ ବ୍ଲକର ରାସବେଡା , କୁଡୁମୁଲୁଗୁମା ଓ ପରକନମାଳା ପଞ୍ଚାୟତରୁ ୬ ଜଣ!କାଲିମେଳା ବ୍ଲକ ର ମହାରାଜପାଲି, କାଲିମେଳା, ବଡିଗାଟା, ଲୁଗେଲ, ଚିତ୍ରାଙ୍ଗପାଲି, ଟିଗଲ ଓ ତାଣ୍ଡବାଇ ପଞ୍ଚାୟତରୁ 14ଜଣ!ପଡିଆ ବ୍ଲକର ପଡିଆ, ବାପନପାଲି ଓ ଉଣ୍ଡରୁକୋଣ୍ଡାପଞ୍ଚାୟତରୁ ୭ ଜଣ!ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ୱାର୍ଡ ନମ୍ବର ୧ ୧ ଓ ୱାର୍ଡ ନମ୍ବର ୧ 0ରୁ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ଯୋଡାମ୍ବ ଓ ନୂଆଗୁଡା ପଞ୍ଚାୟତରୁ ୨ ଜଣ ଚି଼ ହ୍ନଟ ହୋଇଛନ୍ତି !ଆଜି ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO