
ମାଲକାନଗିରି , ମାଲକାନଗିରି ଜିଲାରେ ଆଜି ପୁଣି ୧ ୨ ୮ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8451ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7433ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୮ ୭ ଥିବାବେଳେ ମୃତ୍ୟ ସଂଖ୍ୟା ୩ ୨ କୁ ଵୃଦ୍ଧି ପାଇଛି !ଆଜି ସକାଳୁ ମାଲକାନଗିରି କୋଭିଡ ମେଡିକାଲ ରେ ଚିକିତ୍ସା ହେଉଥିବା ଜଣେ 44 ବର୍ଷୀୟ ପୁରଷ ଙ୍କ ମୃତ୍ୟୁ ହୋଇଛି!ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ହାଇଟେକ କଲୋନୀ, ଡ଼ି ଏନ କେ ମେନ ରୋଡ, ଝାଟିମାଟି କଲୋନୀ, ଦୁର୍ଗାଗୁଡ଼ି ସାହି, ଏ ଜ୍ୟୁକେସନ କଲୋନୀ, ଟେକବାଡ଼ି , ନୂଆଗୁଡା, ଚିଦାନନ୍ଦ ସାହି, କୁମୁଟିଗୁଡା, କେନାଲ କଲୋନୀ, ଧୋବାସାହି, ଜଗନ୍ନାଥ ମନ୍ଦିର ଲାଇନ, କୁମ୍ଭାର ସାହି, ଡେଲି ମାର୍କେଟ, ବୁଟିଗୁଡା, ପରିବର୍ତ୍ତନ ଶିଶୁ ଗୃହ, ୧ ୧ ୯ କଲୋନୀ, ଭେଟନାରୀ କଲୋନୀ, କଲେଜ ଛକ, ପୁରୁଣା ମେଡିକାଲ କଲୋନୀ, ରିକଲ୍ଲାମେଶନ କଲୋନୀ, ଟିନା ଗ୍ୟରେଜ ନିକଟ, ଏମଭି ୨, ଏମଭି 42, ଓରଟେଲ ଅଫିସ, ଜୟନଗର, ଗାନ୍ଧୀଗୁଡା, ବ୍ଲକ କଲୋନୀ ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରୁ 45 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ସେରପାଲି, ଗଙ୍ଗଲା, ପାଣ୍ଡ୍ରିପାଣି, ସିନ୍ଦ୍ରିମାଳ, ତମସା ଓ ଗୌଡ଼ଗୁଡା ପଞ୍ଚାୟତରୁ 14 ଜଣ !କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା, ଚିତାପାରୀ -୩, ତୁମଶାପାଲି, ନାକମାମୁଡି, ଚି଼ମଟାପାଲି, ଓ ଡୁଡାମେଟା ପଞ୍ଚାୟତରୁ ୭ ଜଣ!ମାଥିଲି ବ୍ଲକର ମାଥିଲି, ଭେଜାଗୁଡା, ଧୁଙ୍ଗିଆପୁଟ , ମେକା ଓ ନାୟକଗୁଡା ପଞ୍ଚାୟତରୁ ୧ ୯ ଜଣ! ! ଖ ଇରପୁଟବ୍ଲକର,ରାସବେଡା ,ଗୋବିନ୍ଦପାଲି,ଖଇରପୁଟ, କଦମଗୁଡା ଓ କୁଡୁମୁଲୁଗୁମା ପ ଞ୍ଚାୟତରୁ ୧ ୨ ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, କାଲିମେଳା, ଲୁଗେଲ, ଗୁମୁକା, ତାଣ୍ଡବାଇ,ବଡିଗାଟା, କୋଇମେଟଲା ଓ ଭେଙ୍କଟପାଲମ ପଞ୍ଚାୟତରୁ ୨ 0ଜଣ !ପଡିଆ ବ୍ଲକର ପଡିଆ, ବାପନପାଲି, ଉଣ୍ଡରୁକୋଣ୍ଡା, ନିଲିଗୁଡା ଓ ଶିମିଳିବାଞ୍ଛା ପଞ୍ଚାୟତ ରୁ ୭ ଜଣ ! ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ପଞ୍ଚାୟତରୁ ଜଣେ ଏବଂ ବାଲିମେଳା ବି ଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୨,4, ୫ ରୁ ୩ ଜଣ ଚି ହ୍ନଟ ହୋଇଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO