
ସାକ୍ଷିଗୋପାଳ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ବିଦ୍ୟାଧରପୁର ପଚାଂୟତରୁ ୨ ଜଣ, ବୀରରାମଚନ୍ଦ୍ରପୁର ପଚାଂୟତରୁ ୪ ଜଣ, ବିଶ୍ୱନାଥପୁର ପଚାଂୟତରୁ ଜଣେ, ଦାଶ ବିଦ୍ୟାଧରପୁର ପଚାଂୟତରୁ ଜଣେ, ଦୁଗଲ ପଚାଂୟତରୁ ୨ ଜଣ, ଜୟପୁର ପଚାଂୟତରୁ ଜଣେ, କାଦୁଆରୁ ଜଣେ ରହିଛନ୍ତି । ସେହିପରି ମଧୁବନ ପଚାଂୟତରୁ ଜଣେ, ମୂଳ ଅଳସାରୁ ୨ ଜଣ, ନୂଆ ସୋମେଶ୍ୱରପୁର ପଚାଂୟତରୁ ଜଣେ, ପେଣ୍ଠପଡ଼ାରୁ ୨ ଜଣ, ରାଇଖଣ୍ଡିରୁ ଜଣେ, ଶ୍ରୀରାମଚନ୍ଦ୍ରପୁରରୁ ୩ ଜଣ ଏବଂ ସୁକଳ ପଚାଂୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO