
ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ‘ୟାସ’ ବାତ୍ୟା ସମୟରେ ଏବଂ ତାର ପରବର୍ତି ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ, ରିଲିଫ ବଂଟନ ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ସୁନିଲ ମାଟିଆ, ସୌମ୍ୟରଞ୍ଜନ ବରାଳ, ଆଦିତ୍ୟ ପ୍ରିତମ, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ଅଭିଳାଷ ଜେନା, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଭିଳାଷ ନନ୍ଦ, ଅହମେଦ ଖାନ, ବାବୁ ଜେନା, ଅଭିରାମ ଗୌଡ଼, ଅଖିଳେଷ ଯାଦବ, ରେହମତ ଅଲ୍ଳୀ, ଆଶୁତୋଷ ମିଶ୍ରଙ୍କୁ ସଭ୍ୟ ଅଛନ୍ତି । ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ,କେନ୍ଦ୍ରାପଡା଼. ଜଗତସିଂହପୁର , ଯାଜପୁର . କଟକ , ପୁରୀ ,ଖୋର୍ଦ୍ଧା ଓ ଗଞ୍ଜାମ ଛାତ୍ର କଂଗ୍ରେସ ସଭାପତିମାନେ ମଧ୍ୟ ସଭ୍ୟ ଭାବରେ ରହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO