
ସାକ୍ଷିଗୋପାଳ,ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଆଜି ନୂଆ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅଳଗୁମ ପଚାଂୟତରୁ ଜଣେ, ବୀରରାମଚନ୍ଦ୍ରପୁର ପଚାଂୟତରୁ ୨ ଜଣ, ବିଶ୍ୱନାଥପୁର ପଚାଂୟତରୁ ଜଣେ, ଜୟପୁର ପଚାଂୟତରୁ ଜଣେ, କେତକୀପାଟଣାରୁ ଜଣେ, ମହୁଆରୁ ଜଣେ, ମୂଳଅଳସା ପଚାଂୟତରୁ ଜଣେ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ନରେନ୍ଦ୍ରପୁର ପଚାଂୟତରୁ ଜଣେ, ନୂଆ ସୋମେଶ୍ୱରପୁର ପଚାଂୟତରୁ ଜଣେ, ପେଣ୍ଠପଡ଼ା ପଚାଂୟତରୁ ଜଣେ, ରାଇଖଣ୍ଡିରୁ ଜଣେ, ସାଣ୍ଡରାହାଟରୁ ୨ ଜଣ, ସାରଙ୍ଗଯୋଡ଼ିରୁ ଜଣେ ଏବଂ ଶ୍ରୀରାମଚନ୍ଦ୍ରପୁର ପଚାଂୟତରୁ ୩ ଜଣ ଆକ୍ରାନ୍ତ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO