ଜଗନ୍ନାଥ ପ୍ରସାଦ- ଜଗନ୍ନାଥ ପ୍ରସାଦ ବ୍ଲକ ଜାମଗୋର ଡା ଆଦର୍ଶ ବିଦ୍ୟାଳୟ ରେ ବ୍ଲକସ୍ତରି ୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି. ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ରାଉତ, ବ୍ଲକ ବିଡ଼ିଓ ଅଶୋକ କୁମାର ବେଉରିଆ ମୁଖ୍ୟ ଅତିଥି ଏବଂ ଏବିଇଓ ସିମାଚଳ ଜାନି, ମନୋରଞ୍ଜନ ମିଶ୍ରଅଥିତି ଭାବରେ ଯୋଗ ଦେଇଥିଲେ, 380ଛାତ୍ର, ଛାତ୍ରୀ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO