
ବିହାରରେ  କରୋନାର  ୧୪,୭୯୪  ନୂଆ ମାମଲା   
 ପାଟନା  ,  ବିହାରରେ   ଗତ ୨୪ ଘଂଟାରେ ୧୪,୭୯୪  ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୦,୪୩୦ହୋଇଛି ।
ମଣିପୁରରେ  ୪୩୩  କରୋନାର ନୂଆ ମାମଲା   
ଇମ୍ଫାଲ ,ମଣିପୁରରେ ଗତ ୨୪ ଘଂଟାରେ  ୪୩୩   ନୂଆ କରୋନା ସଂକ୍ରମଣର  ମାମଲା ସାମନାକୁ ଆସିଛି ।  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୩୯୧ ହୋଇ ଯାଇଛି ।
