ରାଷ୍ଟ୍ରୀୟ ଝାରଖଣ୍ଡରେ କରୋନାର ୫,୦୪୧ ନୂଆ ମାମଲା desk April 22, 2021 ରାଂଚି, ଝାରଖଣ୍ଡରେ କରୋନାର ୫,୦୪୧ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୭୭,୩୫୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୬୦୯ ଜଣଙ୍କର ମୃତ୍ୟୁ ଘଟିଛି । ପଂଜାବରେ ଗତ ୨୪ ଘଂଟାରେ ୪,୯୭୦ କରୋନାର ନୂଆ ମାମଲା ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୪,୯୭୦ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୮୬୬ହୋଇଛି । Tags: Jharkhand /Punjab Continue Reading Previous: ପଶ୍ଚିମ ବଙ୍ଗରେ ଗତ ୨୪ ଘଂଟାରେ ୧୦,୭୮୪ କରୋନାର ନୂଆ ମାମଲା Next: କର୍ଣାଟକରେ ଗତ ୨୪ ଘଂଟାରେ ୨୩,୫୫୮ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଝାରଖଣ୍ଡରେ ଟ୍ରାଇବାଲ୍ ଆଡଭାଇଜରୀ କାଉନସିଲ ବୈଠକକୁ ବହିଷ୍କାର କଲା ବିଜେପି 1 min read ରାଷ୍ଟ୍ରୀୟ ଝାରଖଣ୍ଡରେ ଟ୍ରାଇବାଲ୍ ଆଡଭାଇଜରୀ କାଉନସିଲ ବୈଠକକୁ ବହିଷ୍କାର କଲା ବିଜେପି May 20, 2025 ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ରାଷ୍ଟ୍ରୀୟ ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି May 20, 2025 ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସମ୍ମାନ ଓ ସମ୍ପୂର୍ଣ୍ଣ ପେନସନ୍ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଷ୍ଟ୍ରୀୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସମ୍ମାନ ଓ ସମ୍ପୂର୍ଣ୍ଣ ପେନସନ୍ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ May 19, 2025