ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୫ ଗିରଫ, ୮୧୩ ବାହନ ଜବତ desk April 11, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୫ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୮୧୩ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୩୫,୩୮,୦୫୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଆଜି ପିପିଲିରେ ପ୍ରଚାର କରିବେ ସାଂସଦ ଜୁଏଲ ଓରାମNext: ଟ୍ରାକ୍ଟର ଓଲଟି ଦୁଇ ମୃତ,15ରୁ ଉର୍ଦ୍ଧ ଆହତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 09 May 2025 Important news 1 min read ଓଡିଶା Indo Kaling Times 09 May 2025 Important news May 9, 2025 ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ ଓଡିଶା ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ May 9, 2025 ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ 1 min read ଓଡିଶା ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ May 9, 2025