ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ପୋଲିସ ତରଫରୁ ଜଗନ୍ନାଥ ପ୍ରସାଦ ବଷ୍ଟାଣ୍ଡ ଠାରେ ଅମାନିଆ ମାନଙ୍କୁ ସାବଧାନ କରିବା ନିମନ୍ତେ ମୁଖ୍ୟ ବଜାର ଉପରେ ଏସ.ଆଇ ପ୍ରଧାନ ନିଜେ ରହି ବା ସହ ଅନ୍ୟ ପୋଲିସ ଷ୍ଟାପ ଙ୍କୁ ନେଇ କଡାକଡି ଭାବରେ ମାସ, ହେଲମେଟ ଚେକ ଆରମ୍ଭ କରିଥିଲେ ସେଥିରେ ବହୁ ଅମାନିଆ ଫାଇନ ଦେଇ ଥିବା ଦେଖିବାକୁ ମିଳିଛି ଆଉ କିଛି ଅଧା ବାଟରୁ ଫେରି ପଳାଇଥିବା ଦେଖିବାକୁ ମିଳିଛି ପୋଲିସ ତରଫରୁ ଦୋକାନୀ ମାନଙ୍କୁ ଦୂରତ୍ୱ ରଖିବା ସହ ମାସ ପିନ୍ଧିବା କୁ ତାଗିତ କରିଥିଲେ ଏବଂ ସମସ୍ତ ଦୋକାନ ସମୁଖ ରେ ଗୋଲ ବୁଲାଇ ଦୁରତା ରଖିବା ସହ କୋଭିଡ ନିୟମ ମାନିବାକୁ କହିଥିବା ଦେଖିବାକୁ ମିଳିଛି
Related Stories
May 7, 2024