ଓଡିଶା କୂଅରେ ଫସି ଶ୍ରମିକ ମୃତ desk April 6, 2021 ଢ଼େଙ୍କାନାଳ, ନନ୍ଦ ବସାଉଥିବା ବେଳେ କୂଅରେ ଫସି ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ୫ ଘଂଟାର ଉଦ୍ୟମ ପରେ କୂଅ ମଧ୍ୟରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଆଳତୁମା ଗ୍ରାମରେ ୫ ଜଣ ଶ୍ରମିକ ଆଜି ନନ୍ଦ ବସାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି । ମାଟି ଅତଡ଼ା ଧସିବାରୁ କୂଅ ଭିତରେ ଫସି ଏହି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । Tags: Labor died in suffocation Continue Reading Previous: ଦୁଇ ଦିନ ମଧ୍ୟରେ ୪୯ ହଜାର ଜୋରିମାନା ଆଦାୟ , ୨୦ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ : ୬୮.୪ ଲିଟର ମଦ ଜବତ : ୪ ଗିରଫNext: ଜାଲ୍ ସାର୍ଟିଫିକେଟ ଦେଇ ସେନାବାହିନୀରେ ନିଯୁକ୍ତି ପାଇଁ ପ୍ରଚେଷ୍ଟା : ୭ ଯୁବକ ଗିରଫ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ପ୍ରଭାତ ଓ ବିରଂଚି ପାଇବେ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର 1 min read ଓଡିଶା ପ୍ରଭାତ ଓ ବିରଂଚି ପାଇବେ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର December 8, 2025 ରାଜଗାଙ୍ଗପୁରର ଶ୍ରୁତି ଟପ୍ପୋଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ଓଡିଶା ରାଜଗାଙ୍ଗପୁରର ଶ୍ରୁତି ଟପ୍ପୋଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା December 8, 2025 ୧୦ ବର୍ଷରେ ତିନି ଗୁଣା ବଢ଼ିଲାଣି ରାଜ୍ୟର ଋଣ ଭାର 1 min read ଓଡିଶା ୧୦ ବର୍ଷରେ ତିନି ଗୁଣା ବଢ଼ିଲାଣି ରାଜ୍ୟର ଋଣ ଭାର December 8, 2025