ରାଷ୍ଟ୍ରୀୟ ଝାରଖଣ୍ଡରେ କରୋନାର ୬୯୦ନୂଆ ମାମଲା desk April 2, 2021 ରାଂଚି, ଝାରଖଣ୍ଡରେ କରୋନାର ୬୯୦ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୨୪୮୯୧ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୧୧୪ ଜଣଙ୍କର ମୃତ୍ୟୁ ଘଟିଛି । Tags: Jharkhand Continue Reading Previous: ଆଠଟି ରାଜ୍ୟ ରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛିNext: 51ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବେ ରଜନୀକାନ୍ତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ ରାଷ୍ଟ୍ରୀୟ ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ November 23, 2024 ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ 1 min read ରାଷ୍ଟ୍ରୀୟ ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ November 23, 2024 ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ ରାଷ୍ଟ୍ରୀୟ ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ November 22, 2024