
ନୂଆଦିଲ୍ଲୀ, କେନ୍ଦ୍ର ପ୍ରତିକ୍ଷା ମନ୍ତ୍ରୀ ରାଜନାଥ ସିଂହ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ହୋଲି ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା । ରଙ୍ଗର ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ହର୍ଷ ଓ ଉଲ୍ଲାସ ସହିତ ଉତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସୁ ।