
ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକର 25ଗୋଟି ପଞ୍ଚାୟତ ର ହିତାଧିକାରୀ ମାନଙ୍କୁ ରାଜ୍ୟଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୂକ୍ତ 1472 ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ଓ 732ବିଧବା ଏବଂ ବିକଳାଙ୍ଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତଥା ଜଙ୍ଗଲ ସାଂସଦିୟ ଓ ବ୍ୟାପାର ମନ୍ତ୍ରୀ ଙ୍କ ସହ ବ୍ଲକବିଡ଼ିଓ ଅନୁପ ପଣ୍ଡା, ବ୍ଲକବିଜେଡି ସଭାପତି, ଶ୍ରୀଯୁକ୍ତ ମୋହନ ପ୍ରଧାନ,ବ୍ଲକ ଅଧକ୍ଷା ଗୀତାଞ୍ଜଳୀ ବେହେରା,ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ,ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଜିଲ୍ଲାପରିଷଦ ଡ଼. ରାଜନ୍ଦ୍ର ପ୍ରସାଦ ସ୍ୱାଇଁ, ବରୁଣ ବେହେରା, ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ ଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସମସ୍ତେ କୋଭିଡ ଗାଇଡି ଲାଇନ ମାନି ବହୁ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଯାଇଛି
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO