
ଭଦ୍ରକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ ପ୍ରଭାକର ନାୟକଙ୍କ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ଜାନୁଗଂଜସ୍ଥିତ ତାଙ୍କ ବାସଭବନଠାରେ ଅନୁÂିତ ହୋଇଯାଇଛି । ବରିÂ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଶିକ୍ଷକ ନେତା ପ୍ରଭାକର ପରିଡାଙ୍କ ସଂଯୋଜନାରେ ମୁଖ୍ୟଅତିଥିଭାବେ ବିଜୁ ମହିଳା ସ୍ମୃତି କମିଟିର ସଭାପତି ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ମୁଖ୍ୟବକ୍ତାଭାବେ କବୟତ୍ରୀ ଶାନ୍ତିଲତା ନାଗ, ଶିକ୍ଷାବିତ କୈଳାସ ଚନ୍ଦ୍ର ଜେନା, ତିହିଡି ଯାଦବ ମହାସଭାର ସଭାପତି ହରିଶ କୁମାର ବାରିକ,ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଧିରେନ୍ଦ୍ର ବେହେରା, ପ୍ରଶାସନିକ ଅଧିକାରୀ କରୁଣାକର ବାରିକ, ଶିକ୍ଷାବିତ ରମାକାନ୍ତ ବାରିକ, ଘଂଟେଶ୍ୱର କଲେଜର ଅଧ୍ୟକ୍ଷ ବିଜୟ କୁମାର ଦାସ, ମଦନମୋହନ ପଣ୍ଡା, ସାମ୍ବାଦିକ ଗୋ÷÷ରହରି ନାୟକ, ସନ୍ତୋଷ ଦାସ, ଅଭୟ ସାହୁ, ଲିପିକା ରାଉତ, ମଂଜୁଶ୍ରୀ ଦାସ, ବାଦଲ କୁମାର ଜେନା, ଅମର ଦାସ, ଗଙ୍କାଧର ମଲ୍ଲିକ, ଡା. ରବୀନ୍ଦ୍ର କୁମାର ମହାପାତ୍ର, ସାନପୁଅ ବିଭୁଶଙ୍କର ନାୟକ,ସହଧର୍ମିଣୀ ବାସନ୍ତୀଲତା ନାୟକ ପ୍ରମୁଖ ଯୋଗଦେଇ କହିଲେ ସ୍ୱର୍ଗତଃ ନାୟକ ଜଣେ ଦୟାଳୁ, ପରୋପକାରୀ, ସମାସସେବୀ, କର୍ତବ୍ୟପରାୟଣତା ବ୍ୟକ୍ତି ଥିଲେ ସ୍ୱର୍ଗତଃ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ବଡପୁଅ ବେହେରା ଭବନୀଶଙ୍କର ନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO