
ନୂଆଦିଲ୍ଲୀ, ଦେଶର କିଛି ରାଜ୍ୟରେ ନୂଆ ମାମଲା ପ୍ରତିଦିନ ବଢିବାରେ ଲାଗିଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୭୭.୭% ନୂଆ ମାମଲା ଚିହ୍ନଟ ହୋଇଛି ।ଗତ ୨୪ ଘଣ୍ଟାରେ ୪୩,୮୪୬ ନୂଆ ମାମଲା ଚିହ୍ନଟ ।୬ଟି ରାଜ୍ୟରୁ ୮୩.୧୪% ନୂଆ ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ରରୁ ସର୍ବାଧିକ ୨୭,୧୨୬ ନୂଆ ମାମଲା ଚିହ୍ନଟ ହୋଇଛି । ପଞ୍ଜାବରେ ୨୫୭୮ ଓ କେରଳରେ ୨୦୭୮ ନୂଆ ମାମଲା ଚିହ୍ନଟ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO