ଗଞ୍ଜାମ, ଜାନବିଲି ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ଦାବିରେ ବ୍ରହ୍ମପୁର ଉପକଣ୍ଠସ୍ଥ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ସକାଳ ଠାରୁ ଜଗଦଳପୁର ଠାରେ ରାସ୍ତାରୋକ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଏହି ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।
Related Stories
April 26, 2024