ଓଡିଶା ଜାନବିଲି ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ଦାବିରେ ରାସ୍ତାରୋକ desk March 15, 2021 ଗଞ୍ଜାମ, ଜାନବିଲି ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ଦାବିରେ ବ୍ରହ୍ମପୁର ଉପକଣ୍ଠସ୍ଥ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ସକାଳ ଠାରୁ ଜଗଦଳପୁର ଠାରେ ରାସ୍ତାରୋକ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଏହି ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । Tags: demand for water supply road block Continue Reading Previous: କାର୍ ସହ ୧୬୨ କେଜି ଗଞ୍ଜେଇ ଜବତ : ଜଣେ ଗିରଫ Next: ଅପରାଧୀଙ୍କୁ ଖୋଜି ଉଠାଉଛି ପୋଲିସ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 17 December2025 Important news ଓଡିଶା Indo Kaling Times 17 December2025 Important news December 17, 2025 ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଓଡିଶା ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, December 17, 2025 ପୁରୀ ଲୋକନାଥ ରୋଡ଼ ରେ ଭାସୁଛି ନଳା ପାଣି, ଓଡିଶା ପୁରୀ ଲୋକନାଥ ରୋଡ଼ ରେ ଭାସୁଛି ନଳା ପାଣି, December 17, 2025