ଓଡିଶା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ : ଡ଼୍ରାଇଭର ମୃତ, ହେଲପର୍ ଗୁରୁତର desk March 5, 2021 ସମ୍ବଲପୁର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପିଏଚଡ଼ି ଅଫିସ୍ ନିକଟରେ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ । ଫଳରେ ଡ଼୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର୍ ଗୁରୁତର ଆହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । Tags: 1 severely injured Pick up van accident : 1 death Continue Reading Previous: ନାଳରୁ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ Next: ନକଲି ଆଦେଶପତ୍ର ବଳରେ ଥାନାରୁ ଟ୍ରକ୍ କୁ ଖସାଇନେବାକୁ ଉଦ୍ୟମ, ଆଇନଜିବୀ ଗିରଫ : ଓକିଲ ସଂଘର ବୈଠକ ; ଅଭିଯୁକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 10 May 2024 important news ଓଡିଶା Indo Kaling Times 10 May 2024 important news May 10, 2024 ନିଶ୍ଚିତ ମତଦାନ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ, ଓଡିଶା ନିଶ୍ଚିତ ମତଦାନ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ, May 10, 2024 ନାମାଙ୍କନ ପତ୍ର ଦାଖଲ କଲେ ବୈଜୟନ୍ତ ପଣ୍ଡା ଓଡିଶା ନାମାଙ୍କନ ପତ୍ର ଦାଖଲ କଲେ ବୈଜୟନ୍ତ ପଣ୍ଡା May 10, 2024