ବଲାଙ୍ଗିର,ବଲାଙ୍ଗିର ଟାଉନ୍ ଥାନା ଗେଟ୍ ସରୋବରପଡ଼ା ନାଳ ଭିତରୁ ଜଣେ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରିବା ପରେ କେହି ଏଠାରେ ଫିଙ୍ଗି ଦେଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Related Stories
May 2, 2024