ଓଡିଶା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ : ଡ଼୍ରାଇଭର ମୃତ, ହେଲପର୍ ଗୁରୁତର desk March 5, 2021 ସମ୍ବଲପୁର, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପିଏଚଡ଼ି ଅଫିସ୍ ନିକଟରେ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ । ଫଳରେ ଡ଼୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର୍ ଗୁରୁତର ଆହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । Tags: 1 severely injured Pick up van accident : 1 death Continue Reading Previous: ନାଳରୁ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ Next: ନକଲି ଆଦେଶପତ୍ର ବଳରେ ଥାନାରୁ ଟ୍ରକ୍ କୁ ଖସାଇନେବାକୁ ଉଦ୍ୟମ, ଆଇନଜିବୀ ଗିରଫ : ଓକିଲ ସଂଘର ବୈଠକ ; ଅଭିଯୁକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025