ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୯ ଗିରଫ, ୮୩୯ ବାହନ ଜବତ desk February 23, 2021 ଭୁବନେଶ୍ୱର,ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୯ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୮୩୯ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୩,୬୮,୭୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Corona Continue Reading Previous: ଆର୍ଯ୍ୟପଲ୍ଲୀ ଠାରେ ସମୁଦ୍ରଭିତିକ ମାଛଧରା ବନ୍ଦର (ଫିସିଙ୍ଗ ହାର୍ବର) ପ୍ରତିଷ୍ଠା ପ୍ରସ୍ତାବ : ଡ଼ି.ପି.ଆର. ପ୍ରସ୍ତୁତି ଚାଲିଛି : ଦୁଇ ଜଣିଆ ବୈଜ୍ଞାନିକ ଟିମ୍ ସ୍ଥିତି ଅନୁଧ୍ୟାନ କରି ଫେରିଲେNext: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ 1 min read ଓଡିଶା ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ May 18, 2024 ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ ଓଡିଶା ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ May 18, 2024 ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା ଓଡିଶା ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା May 18, 2024