ଓଡିଶା ପାରିବାରିକ କଳହରୁ ହତ୍ୟା : ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ desk February 21, 2021 ବଣାଇ, ପାରିବାରିକ କଳହକୁ କେନ୍ଦ୍ର କରି ଉତ୍ୟେକ୍ତ ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଭଗବାନ ସାହିରେ ଘଟିଯାଇଛି ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ । ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । Tags: Brother murdered elder Brother Continue Reading Previous: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତରNext: ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ ପରେ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ବିଜେପି ଓ ବିଏଚପି ଟିମ୍ ଜଲେଶପଟ୍ଟା ଆଶ୍ରମ ଅଭିମୁଖେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ 1 min read ଓଡିଶା ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ May 18, 2024 ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ ଓଡିଶା ବେଧଡ଼କ ଚାଲିଛି କେନ୍ଦୁପତ୍ର ଚାଲାଣ, ରାଜସ୍ବ ହରାଉଛି ପଞ୍ଚାୟତ May 18, 2024 ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା ଓଡିଶା ଶ୍ରୀ ମନ୍ଦିର ହେଉଛି ଓଡ଼ିଆଙ୍କ ସ୍ଵାଭିମାନର ପ୍ରତୀକ – ହେମନ୍ତ ବିଶ୍ଵଶର୍ମା May 18, 2024