
ବାଲେଶ୍ବର – ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମହଲ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ଯାଳୟ ପରିସର ରେ ସେହି ଗ୍ରାମର ଭାନୁ ଚରଣ ଦଳେଇ ନାମକ ଜଣେ ବ୍ଯକ୍ତି ଜୋରଜବରଦସ୍ତ କରି ନିଜର ବ୍ଯକ୍ତିଗତ ଗୃହ ନିର୍ମାଣ କୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟି ଯାଇଛି , ଖବର ଅନୁଯାୟୀ ସେହି ଗ୍ରାମର ଭାନୁ ଚରଣ ଦଳାଇ ଜୋର ଜବରଦସ୍ତ ସ୍କୁଲ ଜାଗାକୁ ଜବରଦଖଲ କରି ଗୃହ ନିର୍ମାଣ କରିବା ପାଂଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ , ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଭାନୁ ଚରଣ ଦଳେଇ ଙ୍କ ପରିବାର ଲୋକେ ଗ୍ରାମବାସୀ ମାନକଂ ଉପରକୁ ଲଙ୍କା ପାଣି ଫିଗିଂ ଥିଲେ ଏବଂ ବିଭିନ୍ନ ମାରଣାସ୍ତ୍ର ରେ ଗ୍ରାମବାସୀ ମାନକୁଂ ଆକ୍ରମଣ କରିଥିଲେ , ଏହି ଆକ୍ରମଣ ରେ 7 ଜଣ ଗ୍ରାମବାସୀ ଗୁରୁତର ଆହତ ହେବା ସହ ଜଣକର ମୃତ୍ଯୁ ହୋଇଯାଇଛି , ମୃତକ ହେଲେ ସେହି ଗ୍ରାମର ରାମଚନ୍ଦ୍ର ଗିରି , ଗୁରୁତର ଆହତ ମାନଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି
ବାଇଟ –