ଓଡିଶା କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ : ଜଣେ ଗିରଫ desk February 7, 2021 ନବରଙ୍ଗପୁର, କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ମଇଦଲପୁର ଅଂଚଳରେ ଗାଡି ଯାଂଚ୍ ବେଳେ କାର୍ ରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର୍ ସହ ଗଞ୍ଜେଇକୁ ଜବତ କରିଥିଲା । ଜୟପୁରରୁ ପାଟଣା ଚାଲାଣ ବେଳେ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି । Tags: 1 arrest Car with 1 Quintal Ganja seized Continue Reading Previous: ଗୋଟିଏ ଦିନରେ ୭୨ କରୋନା ଆକ୍ରାନ୍ତ ଚିହ୍ନଟNext: ଯୁବତୀଙ୍କୁ ସଲପ ତାଡ଼ି ପିଆଇ ଗଣଦୁଷ୍କର୍ମ ଅଭିଯୋଗ : ଦୁଇ ଗିରଫ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ଓଡିଶା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ April 28, 2024 ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ନେତା-କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଓଡିଶା ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ନେତା-କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ April 28, 2024 “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି ଓଡିଶା “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି April 28, 2024