ଓଡିଶା କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ : ଜଣେ ଗିରଫ desk February 7, 2021 ନବରଙ୍ଗପୁର, କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ମଇଦଲପୁର ଅଂଚଳରେ ଗାଡି ଯାଂଚ୍ ବେଳେ କାର୍ ରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର୍ ସହ ଗଞ୍ଜେଇକୁ ଜବତ କରିଥିଲା । ଜୟପୁରରୁ ପାଟଣା ଚାଲାଣ ବେଳେ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି । Tags: 1 arrest Car with 1 Quintal Ganja seized Continue Reading Previous: ଗୋଟିଏ ଦିନରେ ୭୨ କରୋନା ଆକ୍ରାନ୍ତ ଚିହ୍ନଟNext: ଯୁବତୀଙ୍କୁ ସଲପ ତାଡ଼ି ପିଆଇ ଗଣଦୁଷ୍କର୍ମ ଅଭିଯୋଗ : ଦୁଇ ଗିରଫ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ ଓଡିଶା ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ November 3, 2025 ସୁଭଦ୍ରା ଶକ୍ତି ମେଳା ଦ୍ଵିତୀୟ ଦିବସରେ ବିପୁଳ ଜନସମାଗମ 1 min read ଓଡିଶା ସୁଭଦ୍ରା ଶକ୍ତି ମେଳା ଦ୍ଵିତୀୟ ଦିବସରେ ବିପୁଳ ଜନସମାଗମ November 3, 2025 ଆଇଆଇଟି କାନପୁର ଦେଲା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ 1 min read ଓଡିଶା ଆଇଆଇଟି କାନପୁର ଦେଲା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ November 3, 2025