
ରାଜ୍ୟର ୬ ଜଣ ପଦ୍ମ ସମ୍ମାନ ପାଇବାରୁ ପ୍ରସନ୍ନତା ବ୍ୟକ୍ତ କଲେ ନିରଂଜନ
ଭୁବନେଶ୍ୱର, ୨୦୨୧ ମସିହା ପଦ୍ମ ସମ୍ମାନ ପାଇଁ ରାଜ୍ୟର ଛଅ ଜଣଙ୍କ ନାମ ତାଲିକାରେ ସ୍ଥାନ ପାଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି । ସେ ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
