ଭୁବନେଶ୍ୱର, ପଦ୍ମ ସମ୍ମାନ ପାଇଁ ନାମ ଘୋଷଣା କରା ଯାଇଥିବା ସୁଦର୍ଶନ ସାହୁ, ଶାନ୍ତି ଦେବୀ , ପୂର୍ଣମାସୀ ଜାନୀ , ରଜତ କୁମାର କର, ଡ କୃଷ୍ଣ ମୋହନ ପାଠୀ ତଥା ନନ୍ଦ ପୃଷ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟନ ଟ୍ୱିଟ କରି ଏମାନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଭବିଷ୍ୟତରେ ସଫଳତା କାମନା କରିଛନ୍ତି ।
Related Stories
May 13, 2024
May 13, 2024