
ବ୍ରହ୍ମପୁର-ବାଚସ୍ପତି ସୂଯ୍ୟନାରାୟଣ ପାତ୍ର କୁକୁଡାଖଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରିଛନ୍ତି।ପ୍ରଥମେ ରତ୍ନପୁର ଠାରେ କମ୍ୟୁନିଟି ସେଣ୍ଟର,ଆକୁଂଶପୁର ଠାରେ କଲ୍ୟାଣ ମଣ୍ଡପ ର ଭିତିପ୍ରସ୍ତର,ଜଗବନ୍ଧୁ ନଗର ଠାରେ କମ୍ୟୁନିଟି ସେଣ୍ଟର ଉଦଘାଟନ,ଲାଇବ୍ରେରୀ ଉଦଘାଟନ , ରାଇଝୋଳ ଠାରେ କଲ୍ୟାଣ ମଣ୍ଡପ ଭିତିପ୍ରସ୍ତର,ନାଇଡୁପଲ୍ଲୀ ଠାରେ କମ୍ୟୁନିଟି ସେଣ୍ଟର ଉଦଘାଟନ,କୁକୁଡାଖଣ୍ଡି ଠାରେ ମାକେଟ କମ୍ପେକ୍ସ,ରାଜୀବଗାନ୍ଧୀ ସେବାକେନ୍ଦ୍ର କୋଠା,ଯୁବ ଜ୍ୟୋତି ବ୍ୟାୟାମକେନ୍ଦ୍ର ,ଶିଶୁ ଉଦ୍ୟାନ,ହରିଜନ ସାହି କୋଠଘର,ଧୋବା ସାହି କୋଠଘର,ରାଧାକୃଷ୍ନ ମନ୍ଦିର କଲ୍ୟାଣ ମଣ୍ଡପ ର ଉଦଘାଟନ ସହ ଭିନ୍ନଷମ ପିଲାକୁଂ ଟ୍ରାଇ ସାଇକଲ ବଣ୍ଟନ କରିଥିଲେ।ଆୟୋଜିତ ଏକ ଜୀବନ ବିନ୍ଦୁ କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ବାଚସ୍ପତି କଂ ସହ ଏମପି ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ବ୍ଲକ ଅଧଷ କାମାଷା ପ୍ରସାଦ ପାତ୍ର ,ସୁବାଶ ମହାରଣା,ସୁଧୀର ରାଉତ,କୈଳାଶ ରଣା,ଜତିନ୍ଦ୍ର ପାତ୍ର,କେ.କ୍ରିଷ୍ନା କୁମାରୀ,କୈଳାଶ ବିଷୋୟୀ,ଏମ ନିରଞନ ରେଡୀ,କାହ୍ନୁପାତ୍ର ,ସୀତାରାମ ସାହୁ ,ବିଷ୍ନୁପ୍ରିୟା ପାତ୍ର,ରଘୁ ପାତ୍ର,ନରସିଂହ ସାହୁ,ହାଡୁ ବେହେରା କଂ ସମେତ ସମସ୍ତ ସରପଞ ,ବିଜେଡି ନେତା ଓ କମୀ ମାନେ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO