
ବ୍ରହ୍ମପୁର ଉତ୍କଳ ଆଶ୍ରମ ପରିଷଦ ଟାରେ ପ୍ରଜାପିତା ବ୍ରହ୍ମl କୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ବ୍ରହ୍ମପୁର ଖୋଡାସିଙ୍ଗି ପକ୍ଷରୁ ଆଜି ଉତ୍କଳମଣି ଗୋପବନ୍ଧୁ ଦାଶ ଙ୍କ ୧00 ତମ ସତବାର୍ଷିକ ଅବସରରେ ସାରା ଦେଶ ରେ ଯେଉଁ ଭଳି ମଦ୍ୟପାନ ଦ୍ୱାରା ଘରେlଇ ବିଶୃଙ୍ଖଳା ସହ ଯୁବପିଢ଼ି ଖରାପ ଦିଗ ଆଡକୁ ମୁହାଁଇଛନ୍ତି ତାହାକୁ ରୋକିବା ପାଇଁ ନିଶା ମୁକ୍ତ ଅଭିଯାନ ସାରା ଭାରତ ବର୍ଷ ରେ ଯେଉଁ ରାଜ୍ୟ ରେ ଅଧିକ ମଦ ଦ୍ୱାରା ସମାଜ ପଥବ୍ରସ୍ଥ କୁ ନେଇ ଏକ ସଚେତନ ମାଧ୍ୟମରେ ବାର୍ତ୍ତା ଦେବା ପାଇଁ ମହାରାଷ୍ଟ୍ର ରାଜ୍ୟର ବମ୍ବେ ସହର ୬ ଜଣ ଜନ ସଚେତନ କାରିମାନେ ଆସି ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ଟାରେ ସଚେତନ ଦେବାକୁ ନେଇ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିରେ ମୁଖ୍ୟ ଅତିଥି ବା ଉଦ୍ଘାଟକ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଦୀପପ୍ରଜଳନ କରିବା ସହ ସମାଜ ଯେଉଁ ମାନେ ମଦ୍ୟପାନ କରନ୍ତି ସେମାନଙ୍କୁ ମଦ୍ୟପାନ ଦ୍ୱାରା ଲୋକଙ୍କ କଣ କ୍ଷତି ହେଉଅଛି ତାହା ଉପରେ ଆଲୋକ ପାଠ କରିଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଡା.ସିଦ୍ଧାର୍ଥ ଶଙ୍କର ପାଢୀ ଅଧ୍ୟାପକ ଖୋଲିଖଟ କଲେଜ, ବିଶିଷ୍ଟ ବକ୍ତା ରାଜଯୋଗିନୀ, ବି.କେ ସୁମିତ୍ରା ଭଉଣୀ, ସମ୍ବରଧିତ ପ୍ରତିଭା ଜି ଆଦି ନାରାୟଣ, ସଭାପତି ତଥା ସମ୍ପାଦକ adiv, ଗୋପାଳ କୃଷ୍ଣ ଡାକୁଆ,ବରିଷ୍ଠ ଆଇନଜିବି, ଅତିଥି ପରିଚୟ ରେ ଦେବୀ ପ୍ରସାଦ ମହାପାତ୍ର, ସ୍ୱାଗତ ଭାଷଣ ରେ ବିଜୟ କୁମାର ପାଢୀ, ମଞ୍ଚ ପରିଚାଳନା ରେ ନଳିନୀ କାନ୍ତ ତ୍ରିପାଠୀ ଯୋଗ ଦେଇଥିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଓଁ ଶାନ୍ତି ନେତୃମଣ୍ଡଳୀ ଯୋଗ ଦେଇ ସଭା ସମାପନ କରିଥିଲେ

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO