ପୁରୀ– ଅନ୍ ଲାଇନ୍ ରେ ନିର୍ମାଲ୍ୟ ବିକ୍ରୀକୁ ବିରୋଧ କରି ସିଂହଦ୍ୱାର ଥାନାରେ ଏତଲା କରିଛନ୍ତି ସେବାୟତ ଶମ୍ଭୁନାଥ ଖୁଂଟିଆ । ଅନ୍ ଲାଇନ୍ ନିର୍ମାଲ୍ୟ ବିକ୍ରୀ ପାଇଁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସେବାୟତ ଶମ୍ଭୁନାଥ ।
Related Stories
April 18, 2024