
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ନରେନ୍ଦ୍ର କୋଣ ସ୍ଥିତ ପୁରୀ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୁରୀ ସହର ର ୩୨ ଟି ୱାର୍ଡ ର ସ୍ବଚ୍ଛ ସାଥୀ ଓ ସୁପରଭାଜରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ନଗର ସଭାପତି ସବ୍ୟସାଚୀ ମହାପାତ୍ର ସଭା ପରିଚାଳନା କରିଥିଲେ ରାଜ୍ୟ ସଂପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଶାନ୍ତିଲତା ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଧରାଜ, ଜିଲ୍ଲା ଉପସଭାପତି ଭକ୍ତ ଚରଣ ଦାସ, କୋଷାଧ୍ୟକ୍ଷ ତଥା ମୁଖପାତ୍ର ପ୍ରସନ୍ନ କୁମାର ମହାପାତ୍ର , ଚରଣ ଦାସ, ବରିଷ୍ଠ ସଦସ୍ୟ ଦେବାନନ୍ଦ ଦାସ ମହାପାତ୍ର, ଶ୍ରୀପ୍ରକାଶ ମିଶ୍ର ,ନାରାୟଣ ପଟ୍ଟନାୟକ, ପ୍ରଦୀପ୍ତ କୁମାର ନାୟକ , ରବିନ୍ଦ୍ର ପ୍ରତିହାରି,ରମେଶ ପ୍ରହରାଜ, ଶକ୍ତି ପ୍ରସାଦ ରଥ,ନାରାୟଣ ସିଂହ,ଜମ୍ବେଶ୍ବର ମହାନ୍ତି, ସାଇନା ଖୁଣ୍ଟିଆ, ରାଜେଶ ରଥ,ସୁଚିସ୍ମିତା ସାହୁ ,ସରସ୍ବତୀ ସାହୁ ବିଶ୍ବଜିତ ପ୍ରଧାନ, ଅରୁଣ ମିଶ୍ର,ଅମୃତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO