ଗଞ୍ଜାମ– ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ଆଳୁ ପିଆଜର ଅହେତୁକ ଦର ବୃଦ୍ଧି ଘଟିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ବ୍ରହ୍ମପୁର, ଆସିକା, ଭଞ୍ଜନଗର, କବି ସୂର୍ଯ୍ୟନଗର, ହିଞ୍ଜିଳିକାଟୁ, ଗଞ୍ଜାମ, ଖଲ୍ଲିକୋଟ ଛତ୍ରପୁର ଦିଗପହଣ୍ଡି, ଶେରେଗଡ଼, ସୋରଡ଼ା, ଚିକିଟି ଆଦି ସହରର ବିଭିନ୍ନ ପରିବା ବଜାରରେ ଆଳୁ କେଜି ପ୍ରତି ୪୦ ଟଙ୍କା ରହିଥିବା ବେଳେ ପିଆଜ କେଜି ପ୍ରତି ୬୦ ରୁ ୭୦ ଟଙ୍କା ରହିଛି । ଏତଦ୍ ଅନ୍ୟାନ୍ୟ ପରିବା ଦର ମଧ୍ୟ ଅକାଶ ଛୁଆଁ ରହିଛି ।
Related Stories
May 17, 2024