
ସ୍ୱର୍ଗତ ପାତ୍ର ଦୀର୍ଘ ଅଢ଼େଇ ବର୍ଷ ଧରି ଦିଗପହଣ୍ଡି ବନପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । କିଛି ଦିନ ତଳେ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଓ ଅସୁରକ୍ଷିତ ଭାବେ ଘୋଡ଼ାହାଡ଼ ଡ଼୍ୟାମ୍ ରେ ଛାଡିବା ଘଟଣାରେ ନିଲମ୍ବିତ ହୋଇଥିଲେ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
