କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀମନ୍ଦିର ସାଧାରଣ ଭକ୍ତ ମାନଙ୍କ ପାଇଁ ଖୋଲାଯିବ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପାଇବା ପରେ କାଲିଠାରୁ ମତାମତ ସଂଗ୍ରହ ଏବଂ ବିଚାର ବିମର୍ଶ ଆରମ୍ଭ କରିବ ଶ୍ରୀମନ୍ଦିର ପ୍ରସଶନ |ନିଜେ ମୁଖ୍ୟ ପ୍ରସାଶକ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ଦେବୟତ ମାନଙ୍କ ସହିତ ପର୍ଯ୍ୟାୟ ଅନୁସରେ ବିଚାର ବିମର୍ଶ କରିବେ । ଆସନ୍ତା କାଲି ତା ୯.୧୦.୨୦ ଏବଂ ପରେ ତା ୧୨.୧୦.୨୦ ରୁ ତା୧୬.୧୦.୨୦ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ଏବଂ ମତାମତ ସଂଗ୍ରହ କରିବେ ମୁଖ୍ୟ ପ୍ରଶାସକ।କୋଭିଡ -୧୯ କଟକଣା ଦୃଷ୍ଟିରୁ ଭିଡ଼ିଓ କନଫରେନ୍ସିଂଗ ଜରିଆରେ ଏହି ବୈଠକ ଅନୁଷ୍ଟିତ ହେବ।
Related Stories
November 23, 2024