
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଗଙ୍ଗାମାତା କଲୋନୀରେ ଯୁବ ଏକତା ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ତରଫରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ସହିଦ ବୀର ଭଗତ ସିଂ ଙ୍କର ୧୧୪ ତମ ଜନ୍ମ ଦିବସରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କରାଯାଇଅଛି |
ଏହି ଦୀପଦାନ ଉତ୍ସବ କାର୍ଯ୍ୟକ୍ରମକୁ ଯୁବ ଏକତା ମଞ୍ଚର ମୁଖ୍ୟ କର୍ମକର୍ତ୍ତା ଶାନ୍ତନୁ ମିଶ୍ର, ମନୋଜ ଦାଶଙ୍କ ସହିତ ସମରେନ୍ଦ୍ର ଆୟୋଜନ କରିଥିଲେ |