ସାନଖେମୁଣ୍ଡିରେ ନୂତନ ବିଡ଼ିଓଙ୍କ ଯୋଗଦାନ, ଜନପ୍ରତିନିଧିଙ୍କ ଦ୍ଵାରା ସଂବର୍ଦ୍ଧିତ ହୋଇ ବିକାଶର ପାଠ ପଢ଼ାଇଲେ ଅଧିକାରୀ

ସାନଖେମୁଣ୍ଡିରେ ନୂତନ ବିଡ଼ିଓଙ୍କ ଯୋଗଦାନ, ଜନପ୍ରତିନିଧିଙ୍କ ଦ୍ଵାରା ସଂବର୍ଦ୍ଧିତ ହୋଇ ବିକାଶର ପାଠ ପଢ଼ାଇଲେ ଅଧିକାରୀ
ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ବିଡ଼ିଓ ସ୍ତରରେ ଅଦଳବଦଳ ପ୍ରକ୍ରିୟାରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଶିବଶଙ୍କର ମିଶ୍ରଙ୍କୁ ଗଁଦିଆ ବ୍ଲକକୁ ବଦଳି ହୋଇଥିବା...